BREAKING
Loading...
:

ବାସୁଦେବ ଫାଉଣ୍ଡେସନ ତରଫରୁ ମେଧା ଶିକ୍ଷା ସମ୍ମାନ - ୨୦୨୬

 ବାସୁଦେବ ଫାଉଣ୍ଡେସନ ତରଫରୁ ମେଧା ଶିକ୍ଷା ସମ୍ମାନ - ୨୦୨୬


ଗଣିଆ (ମଣିଭଦ୍ରା ଖବର) ସଦାସର୍ବଦା ଶିକ୍ଷାକୁ ଗୁରୁତ୍ବ ଦେଉଥିବା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବାସୁଦେବ ଫାଉଣ୍ଡେସନ, ଗଣିଆ, ନୟାଗଡ ଦଶମ ଓ ଦ୍ୱାଦଶ (ଯୁକ୍ତ ଦୁଇ)କଳା, ବିଜ୍ଞାନ, ବାଣିଜ୍ୟ ରେ ୫୦୦ କିମ୍ବା ତା ଠାରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥବା ଗଣିଆ ବ୍ଲକ ଅନ୍ତର୍ଭୁକ୍ତ କୃତି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ "ମେଧା ଶିକ୍ଷା ସମ୍ମାନ ୨୦୨୬"ରେ ସମ୍ମାନିତ କରିବାକୁ ସ୍ଥିର କରିଅଛି । ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 

ଏଥି ନିମନ୍ତେ  ଯୋଗ୍ୟ ଛାତ୍ର ଛାତ୍ରୀ ମାନେ ତା ୨୬/୦୫/୨୬ ସୁଦ୍ଧା ନିମ୍ନ ଠିକଣାରେ ଯୋଗା ଯୋଗ କରିବାକୁ ଅନୁରୋଧ ।

ବାସୁଦେବ ଫାଉଣ୍ଡେସନ, କଲେଜ ରୋଡ଼,ଗଣିଆ, ନୟାଗଡ,

ଯୋଗାଯୋଗ ନମ୍ବର -

6370336611,

9777314088

Post a Comment

أحدث أقدم
Header ADS