BREAKING
Loading...
:

ମୋହନ ସରକାର ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ଆଶଙ୍କା ।




 ମୋହନ ସରକାର ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ଆଶଙ୍କା ।  ୪ ଜଣ ପୁରୁଣା ମନ୍ତ୍ରୀ ବାଦ୍‌ ପଡୁଥିବା ବେଳେ ୮ ନୂଆ ମୁହଁ ସାମିଲ ହେଉଥିବା ବେଳେ ବିଶେଷ ସୂତ୍ରରୁ ସୂଚନା lଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସହ ୩ ଟାଣୁଆ ମନ୍ତ୍ରୀ ବାଦ୍ ପଡି ପାରନ୍ତି । ସୁରେଶ ପୁଜାରୀ ହେବେ ବାଚସ୍ପତି ସୂଚନା । ନୂଆ ମନ୍ତ୍ରୀ ମଣ୍ଡଳ ତାଲିକାକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବା ସୂଚନା ମିଳିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS