BREAKING
Loading...
:

ବିଜୟନ୍‌ଙ୍କ ଘରେ ଇଡି ରେଡ୍--

 



ବିଜୟନ୍‌ଙ୍କ ଘରେ ଇଡି ରେଡ୍--

କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କ ଘରେ ଇଡି ରେଡ୍,

ବାସଭବନ ସମେତ ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ,

କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ମାମଲାରେ ରେଡ୍,

ବର୍ତ୍ତମାନ କେରଳମ୍‌ରେ ବିରୋଧୀ ଦଳ ନେତା ଅଛନ୍ତି ବିଜୟନ୍‌*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS