BREAKING
Loading...
:

OAS ରେଜଲ୍ଟ: ବୁବୁନ ସାହୁ ଟପ୍ପର




 OAS ରେଜଲ୍ଟ: ବୁବୁନ ସାହୁ ଟପ୍ପର

ପ୍ରକାଶ ପାଇଲା OAS ରେଜଲ୍ଟ--

OPSC ପରିଚାଳିତ OCS-2024 ରେଜଲ୍ଟ ପ୍ରକାଶିତ*

ମୋଟ୍‌ ୨ ଶହ କୃତକାର୍ଯ୍ୟ, ମହିଳା ବର୍ଗରୁ ୭୮,

ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ବିତୀୟ,

୩- ଜିତମିତ୍ର ସାହୁ, ୪- କନକ ଜୈନ, ୫- ସଂଗ୍ରାମ ପ୍ରଧାନ

୬- ଅମନ ଗୋୟଲ, ୭- ଶାନ୍ତନୁ କୁମାର ଶତପଥୀ

୮- ନିତେଶ କୁମାର ବାରିକ, ୯- ଶୀତଲ ପାତ୍ର, ୧୦- ଈତିଶ୍ରୀ ଜେନା,

ପରୀକ୍ଷା ଦେଇଥିଲେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ,

ପ୍ରିଲିମ୍‌ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ,

ଏଥର ୧୭ ମାସ ଭିତରେ ପ୍ରକାଶ ପାଇଛି ରେଜଲ୍ଟ,

ଫଳରେ UPSC ସିଭିଲ୍‌ ଦେଉଥିବା ପିଲାଙ୍କ ସମସ୍ୟା ରହିବନି*


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS