BREAKING
Loading...
:

ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍

 



*ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍ !* 

ଆମେରିକାର ଆଉ ଏକ ଯୁଦ୍ଧ ବିମାନକୁ ମାରି ଖସାଇଲା ଇରାନ୍ ,

ଦକ୍ଷିଣପଶ୍ଚିମ ପ୍ରାନ୍ତରେ F-15 ଯୁଦ୍ଧ ବିମାନକୁ ମାରି ଖସାଇଲା ଇରାନ୍,

ପାରାଚୁଟ୍ ମାଧ୍ୟମରେ ପାଇଲଟ ଅବତରଣ କରିଥିବା ସୂଚନା,

ପାଇଲଟକୁ ଧରିବା ପାଇଁ ପୁରସ୍କାର ଘୋଷଣା କଲା ଇରାନ୍,

 ସୁରକ୍ଷିତ ଉଦ୍ଧାର ପାଇଁ ଆମେରିକାର ସର୍ଚ୍ଚ ଅପରେସନ ଆରମ୍ଭ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS