*ପେଟ୍ରୋଲ୍ ପମ୍ପ୍ରେ ମିଳିବ ୫କେଜିଆ ଟାଙ୍କି’*
*-ରାଜ୍ୟର ପେଟ୍ରୋଲ୍ ପମ୍ପରେ ମିଳିବ ୫ କେଜି ଏଲ୍ପିଜି ଗ୍ୟାସ୍*
*-ପ୍ରେସ୍ମିଟ୍ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା*
*‘-୫ କେଜି ଏଲ୍ପିଜି ଗ୍ୟାସ୍ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ’*
*'-କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍ ଏଲ୍ପିଜି ସ୍କିମ୍ରେ ଉପଲବ୍ଧ ହେବ'*
*-ଦେଶର ୩ ଗ୍ୟାସ୍ କମ୍ପାନୀ ଏହା ଉପଲବ୍ଧ କରାଇବେ- ମନ୍ତ୍ରୀ*
*'-କେବଳ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ'*
*‘-୫ କେଜି ଟାଙ୍କି ୧୫୩୭, କେବଳ ରିଫିଲିଂ ପାଇଁ ୫୯୩ ଟଙ୍କା ପଡ଼ିବ’*
*‘-କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ଡରରେ ରିଫିଲିଂ ହେବ, ଅନ୍ୟ ସିଲିଣ୍ଡର ହେବନି’*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق