*NGO ଗାଡ଼ିରେ ଲାଗିପାରିବନି ଅଶୋକ ସ୍ତମ୍ଭ...*
*ରାଜ୍ୟ ମାନବାଧିକାର କମିଶନଙ୍କ କଡ଼ା ନିର୍ଦ୍ଦେଶ*,
*NGOମାନେ ଗାଡ଼ିରେ ଲଗାଇ ପାରିବେନି ଅଶୋକ ସ୍ତମ୍ଭ*,
*ଅଶୋକ ସ୍ତମ୍ଭ ଲୋଗୋ ଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ*,
*ବେଆଇନ ଭାବେ ଫଳକ ବ୍ୟବହାର କଲେ ହେବ ଆକ୍ସନ୍*,
*ଆକ୍ସନ୍ ନେବାକୁ ରାଜ୍ୟ ପରିବହନ ବିଭାଗ, ପୁଲିସ ଡିଜିଙ୍କୁ ଚିଠି*,
*ରାଜ୍ୟ ମାନବାଧିକାର ଆୟୋଗ ଦେଲେ ଚିଠି*!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق