BREAKING
Loading...
:

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର

 



ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର#

ପଶ୍ଚିମବଙ୍ଗରେ ନିର୍ମମ TMC ସରକାର ଯିବା ଆବଶ୍ୟକ କହିଲେ ମୋଦି,

ଦେଶ ବିକାଶ ପଥରେ ଆଗେଇ ଚାଲିଛି,TMC ପାଇଁ ପଶ୍ଚିମବଙ୍ଗ ପଛରେ

ଦିନ ଥିଲା ବଡ଼ ଔଦ୍ୟୋଗିକ କେନ୍ଦ୍ର ଥିଲା ପଶ୍ଚିମବଙ୍ଗ ହଳଦିଆ,

ପଶ୍ଚିମବଙ୍ଗ ଏବେ ଅନୁପ୍ରେବଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି,

ସିଣ୍ଡିକେଟ୍‌ ଗୁଣ୍ଡାରାଜ ଚଳାଇଛି TMC: ମୋଦି

ବିଜେପି ଶାସିତ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି,

ପଶ୍ଚିମବଙ୍ଗ ଯୁବପିଢ଼ିଙ୍କୁ ଡବଲ୍‌ ଧୋକା ଦେଇଛି TMC,

ଯୁବପିଢ଼ିଙ୍କୁ ଘରୋଇ କମ୍ପାନୀରେ ଚାକିରି ମିଳୁନି,


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS