BREAKING
Loading...
:

ଶିଶୁ କଥା ଦିବସ ଅବଶରରେ ମଧୁ ବର୍ଣ୍ଣ ଓ ଶିଶୁ ଲେଖା ବହି ବଣ୍ଟନ

 ଶିଶୁ କଥା ଦିବସ ଅବଶରରେ ମଧୁ ବର୍ଣ୍ଣ ଓ ଶିଶୁ ଲେଖା ବହି ବଣ୍ଟନ 



ବ୍ରହ୍ମପୁର ,

ସ୍ଥାନୀୟ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ  ପ୍ରକାରେ ରଙ୍ଗେଈଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡି ଆଇ ଟି ଇ (DITE )ଖଲ୍ଲିକୋଟ ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପରିଡା,ସମ୍ମାନୀତ ଅତିଥି ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ ,ସି ଆର ସି ସି ବାଙ୍କ ǰପ୍ରଧାନ, ସି ଆର ସି ସି  ଭଗବାନ ବିଶ୍ୱାଳ, ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ଦାଶ, ସିଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ମିଶ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଙ୍କ ଉପସ୍ଥିତି ରେ jବିଦ୍ୟାଳୟର  ଏଫ୍ ଏଲ୍ ଏନ୍ (FLN) ଶ୍ରେଣୀ କୋଠରୀରେ ସମସ୍ତ କୁନି କୁନି ଛାତ୍ର ଛାତ୍ରୀ କଥା କୁହାଦିବସରେ କଥା କହିବାକୁ ସୁଯୋଗ ଦେବାସହ ପୁସ୍ତକ ପଠନ ପ୍ରତି ଆକୃଷ୍ଟ କରିବା ଏବଂ ସେମାନଙ୍କ ସାହିତ୍ୟ ସୃଜନ ଶୀଳତାକୁ ବିକାଶ କରିବାର ଲକ୍ଷ ରଖି ଶିଶୁ ମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜନ କରିବାର ଆବଶକ୍ୟତା ରହିଛି l ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମଧୁବର୍ଣ୍ଣ ଓ ଶିଶୁ ଲେଖା ବହି ବଣ୍ଟନ କରାଜୈଥିଲା l ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS