BREAKING
Loading...
:

ଅଧା ଓଡ଼ିଶା ୪୦° ଉପରେ !

 



ଅଧା ଓଡ଼ିଶା ୪୦° ଉପରେ !

ଅସହ୍ୟ ହେଉଛି ତାତି; ଅଧା ଓଡ଼ିଶା ୪୦ ଡିଗ୍ରୀ ଟପିଲା,

୪୦ ଡିଗ୍ରୀ ଉପରେ ୧୪ ସହର, ସେଥିମଧ୍ୟରୁ ୨ ସହର ୪୩ ପାର୍,

୪୩.୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

୪୩ ଡିଗ୍ରୀ ସହ ଟିଟିଲାଗଡ଼ ଦ୍ବିତୀୟ ସ୍ଥାନରେ,

ସୋନପୁର ୪୨.୩, ସମ୍ବଲପୁର ଓ ଭବାନୀପାଟଣା ତାପମାତ୍ରା ୪୨ ଡିଗ୍ରୀ,

ବଲାଙ୍ଗିର, ସୁନ୍ଦରଗଡ଼ ଓ ରାଉରକେଲା ତାପମାତ୍ରା ୪୧.୫,

ଅନୁଗୁଳ ୪୧.୧, ହୀରାକୁଦ ଓ ନୂଆପଡ଼ା ୪୧ ଡିଗ୍ରୀ

ବୌଦ୍ଧ ୪୦.୯, ତାଳଚେର ଓ ଫୁଲବାଣୀ ୪୦.୬ ଡିଗ୍ରୀ

କଟକ ୩୫.୮ ଓ ଭୁବନେଶ୍ବର ତାପମାତ୍ରା ୩୬.୬ ଡିଗ୍ରୀ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS