*ମାଗଣା ବଣ୍ଟନକୁ ସୁପ୍ରିମ୍ ଭର୍ତ୍ସନା...*
*-ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା*
*-ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା*
*-ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି*
*-ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍*
*-ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ*
*-ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ*
*-ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି*
*-ସଂଗୃହୀତ ଆୟର ୨୫% କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି*
*-କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ ସବୁ ରାଜ୍ୟ କଥା ଆମେ ଦର୍ଶାଉଛୁ*
*-ବେକାରୀ ଦୂର ପାଇଁ କାହିଁକି ବଜେଟ୍ରେ ବ୍ୟବସ୍ଥା ହେଉ ନାହିଁ*
*-ଦେଶରେ ନିର୍ବାଚନ ଜିତିବାକୁ ମାଗଣା ବଣ୍ଟନକୁ ନେଇ ଉଦ୍ବେଗ ଜଣାଇଲେ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق