BREAKING
Loading...
:

ବାଲିମେଳା ରୁ ହିଞ୍ଜିଳିକାଟୁ କୁ ଗଡ଼ିଲା ଆର.ବି କୋଚ ବସ।

 ବାଲିମେଳା ରୁ ହିଞ୍ଜିଳିକାଟୁ କୁ ଗଡ଼ିଲା ଆର.ବି କୋଚ ବସ। 



 ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଞ୍ଚଳକୁ ଆର.ବି କୋଚ ନାମକ ଏକ ଘରେଇ ବସ ବାଲିମେଳା ରୁ ହିଞ୍ଜିଳିକାଟ ନିମନ୍ତେ ଆଜି ଠାରୁ ବସ ସେବା ଆରମ୍ଭ ହୋଇଛି। ବାଲିମେଳା ଠାରୁ ହିଞ୍ଜିଳିକାଟୁ ନିମନ୍ତେ ଏହି ବସ ସେବା ଆରମ୍ଭ ହେବା ପରେ ବାଲିମେଳା ତଥା ଆଖ ପାଖର ଲୋକେ ଖୁସି ଜାହିର କରିଛନ୍ତି। ଏହି ବସଟି ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟା ସମୟରେ ବାଲିମେଳା ରୁ ବାହାରି ଜୟପୁର, କୋରାପୁଟ, ପୋଡ଼ଗଡ଼, ରାୟଗଡା, ଦିଗପହଣ୍ଡି ବ୍ରହ୍ମପୁର ଦେଇ ତା ପରଦିନ ସକାଳ ୭. ୩୦ ରେ ହିଞ୍ଜିଳିକାଟ ଠାରେ ପହଞ୍ଚିବ ସେହିଭଳି ଭାବେ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ସମୟରେ ହିଞ୍ଜିଳିକାଟୁରୁ ବାହାରି ତା ପରଦିନ ସକାଳ ୮ଟା ସମୟରେ ବାଲିମେଳା ରେ ପହଞ୍ଚିବ ଆରବି କୋଚ ବସ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS