ସନାତନ ହିନ୍ଦୁଙ୍କ ସଂଖ୍ୟାରେ ପ୍ରତିଶତ ହିସାବରେ ଆମ ଓଡିଶା ଭାରତରେ ଦ୍ୱିତୀୟ ( ~୯୩% ) . ବେଙ୍ଗଲ ବିହାର ଆସାମ ଝାରଖଣ୍ଡ+ ରେ ବହୁ ସଂଖ୍ୟକ ମୁସଲିମ ଥିଲେ ମଧ୍ୟ , ଆମ ରାଜ୍ୟରେ ଓ ଛତିଶଗଡରେ ମୁସଲିମ ଜନସଂଖ୍ୟା କଣ୍ଟ୍ରୋଲରେ ରହିବାର ମୁଖ୍ୟ କାରଣ କଣ ହେଇପାରେ ? ଓଡିଶା ତ ଶହ ଶହ ବର୍ଷ ମୁସଲିମ ଆକ୍ରମଣକାରୀଙ୍କ ଅଧୀନରେ ରହିଥିଲା , ଏହିପରିକି ଆମ ଗଜପତି ମହାରାଜା ଓ ସାଲବେଗଙ୍କ ମଧ୍ୟ ଧର୍ମ ପରିବର୍ତନ ହେଇଥିଲା . ତଥାପି ଆମେ ନିଜର ଧର୍ମକୁ ଓ ଆମ ଆରାଧ୍ୟ ଜଗନ୍ନାଥଙ୍କୁ କିପରି ବଂଚେଇ ପାରିଲେ , ତାହା ଉପରେ ଗବେଷଣା ହେବା ଦରକାର .
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment