BREAKING
Loading...
:

ପୌର ପରିଷଦ କର୍ମଚାରୀ ଙ୍କୁ ଇପିଏଫ ଟଙ୍କା ପ୍ରଦାନ ଦାବୀ , କର୍ମଚାରୀ ମହଲ ରେ ତିବ୍ର ଅସନ୍ତୋଷ।

 ପୌର ପରିଷଦ କର୍ମଚାରୀ ଙ୍କୁ ଇପିଏଫ ଟଙ୍କା ପ୍ରଦାନ ଦାବୀ , କର୍ମଚାରୀ ମହଲ ରେ ତିବ୍ର ଅସନ୍ତୋଷ।



ବଲାଙ୍ଗୀର/ଟିଟିଲାଗଡ: ଟିଟିଲାଗଡ ପୌର ପରିଷଦ ଅଧୀନ ରେ କାର୍ଯ୍ୟରତ ଥିବା ୪୦ ଜଣ କର୍ମଚାରୀ ଙ୍କୁ ୪ ମାସ ର ଦରମା ଟଙ୍କା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ବିଭିନ୍ନ ପଦବୀ ରେ ନିଯୁକ୍ତ ରହି ଆସିଥିବା ଓ କାର୍ଯ୍ୟରତ ଥିବା ୪୦ ଜଣ କର୍ମଚାରୀ ଙ୍କୁ ତାଙ୍କ ଇ ପି ଏଫ ଟଙ୍କା ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ମିଳି ପାରି ନାହିଁ । ଏ ନେଇ କର୍ମଚାରୀ ମହଲ ରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ତ କର୍ମଚାରୀ ମିଶି ଭୁବନେଶ୍ୱର ମୁଖ୍ୟ ରାଜ୍ୟ କାର୍ଯ୍ୟାଳୟ କୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ପାରି ନ ଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ପ୍ରକାଶ ପାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS