*ଓଡ଼ିଶାର 3ଟି କୋର୍ଟକୁ ବୋମା ଧମକ l*
*ସମ୍ବଲପୁର, କଟକ, ଓ ଦେବଗଡ଼ର ଜିଲ୍ଲା କୋର୍ଟକୁ ବୋମା ଧମକ l ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି l କିଏ ମେଲ୍ କରିଛି ପୋଲିସ ଏଯାବତ ସ୍ପଷ୍ଟ କରି ନାହିଁ l କୋର୍ଟଗୁଡ଼ିକୁ ଖାଲି କରି ଘଟଣାର ଯାଞ୍ଚ କରୁଛି ପୁଲିସ l 3 ଟି କୋର୍ଟକୁ ବୋମା ଧମକ ପରେ ଓଡ଼ିଶା ହାଇକୋର୍ଟରେ ପ୍ରତିଷେଧକ l ହାଇକୋର୍ଟକୁ ମଧ୍ୟ ଯାଞ୍ଚ ଉଦ୍ଦେଶ୍ୟରେ ଖାଲି କରାଯାଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment