BREAKING
Loading...
:

ଓଡ଼ିଶାର 3ଟି କୋର୍ଟକୁ ବୋମା ଧମକ

 *ଓଡ଼ିଶାର 3ଟି କୋର୍ଟକୁ ବୋମା ଧମକ l* 



 *ସମ୍ବଲପୁର, କଟକ, ଓ ଦେବଗଡ଼ର ଜିଲ୍ଲା କୋର୍ଟକୁ ବୋମା ଧମକ l ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଛି l କିଏ ମେଲ୍‌ କରିଛି ପୋଲିସ ଏଯାବତ ସ୍ପଷ୍ଟ କରି ନାହିଁ l କୋର୍ଟଗୁଡ଼ିକୁ ଖାଲି କରି ଘଟଣାର ଯାଞ୍ଚ କରୁଛି ପୁଲିସ l 3 ଟି କୋର୍ଟକୁ ବୋମା ଧମକ ପରେ ଓଡ଼ିଶା  ହାଇକୋର୍ଟରେ ପ୍ରତିଷେଧକ l ହାଇକୋର୍ଟକୁ ମଧ୍ୟ ଯାଞ୍ଚ ଉଦ୍ଦେଶ୍ୟରେ ଖାଲି କରାଯାଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS