BREAKING
Loading...
:

ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ ବାହାରିଲେ ପିଣ୍ଟୁ

 *ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ ବାହାରିଲେ ପିଣ୍ଟୁ*




ବ୍ରହ୍ମପୁର; କଡ଼ାସୁରକ୍ଷା ବଳରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ ବାହାରିଲେ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ । ଏବେ ସେ ବ୍ରହ୍ମପୁର ଜେଲରୁ ବାହାରିଲେ କିଛି ଘଣ୍ଟା ପରେ ଫୁଲବାଣୀ ଜେଲରେ ପହଞ୍ଚିବେ ।  ପୁଲିସ ଏସ କୋର୍ଟରେ ପିଣ୍ଟୁଙ୍କୁ ନିଆଯାଉଥିବା ଦେଖିବାକୁ ମିଳିଛି । ପୀତବାସ ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଆସୁଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS