ରାୟଗଡା ଜିଲ୍ଲା କଲନରl ବ୍ଲକ ର ପଲିପିଣ୍ଡା ଗ୍ରାମରେ ବୁନ୍ଦେ ପାଣି ପିଇବା ପାଇଁ ସାତ ସପନ ସରକାରଙ୍କର ଅଣ ଦେଖା l
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ରାୟଗଡା ଜିଲ୍ଲା ର କଲନରl ବ୍ଲକ ଖେଦାପଡା ଗ୍ରାମପଂଚାୟତ ଅଧିନସ୍ତ ପୋଲିପିଣ୍ଡା ଗ୍ରାମରେ ଦୀର୍ଘ ଦିନ ହେଲା ପାଣିର ସମସ୍ୟା ଲାଗିରହିଛି l ଗ୍ରାମରେ ପ୍ରlୟ 50ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ମାତ୍ର ଗାଟିଏ ନଳ କୂପ ଅଛି l ଜୋ ଦ୍ୱରା କି ପାଣିର ସମସ୍ୟା ଲାଗି ରହିଛି l ସରକାରଙ୍କ ଦ୍ୱରା ଦିଆଯାଇଥିବା ଏହି ଗାଟିଏ ନଳକୂପ l କାରଣ ଯୋଉଁ ନଳକୂପ ଅଛି ତାହାମଧ୍ୟ ବୁନ୍ଦେ ପାଣି ବାହାରିବାର ନାମ ନେଉନି l ପୁଣି ପାଖରେ ଥିବା ଏକ ବନ୍ଧ ପଖରୀ ଥିବା ହେତୁ ସ୍କୁଲ କୁ ଯାଉଥିବା ଛାତ୍ର ଓ ଛାତ୍ରୀ ମାନେ ସେଇଠି ଗାଧୋଇଥାନ୍ତି l ଯାହା ଦ୍ୱରା କି ନାନା ପ୍ରକାରର ରଗରେ ସଂକ୍ରମିତ ହେଉଛନ୍ତି l ସ୍ଥାନ୍ୟ ବାସିନ୍ଧା କହିବା ଅନୁଯାଇ ଏହି ସମସ୍ୟା କୁ ନେଇ ବହୁତଥର ବ୍ଲକ କୁ ଯାଇଥିଲୁ ଓ ବ୍ଲକ ରେ କାର୍ଯ୍ୟରତ ଥିବା କର୍ତ୍ତୃପକ୍ଷ ଙ୍କୁ ଜଣାଇଲୁ l କିନ୍ତୁ ସବୁବେଳେ ଆଜି କରିବା ନହେଲେ ସମୟହେଲେ କରିବା ବୋଲି ପ୍ରତିଶୃତି ଦେଇଆସୁଛନ୍ତି l କିନ୍ତୁ ଆଜକୁ ପ୍ରlୟ 60ବର୍ଷ ବିତିଗଲାଣି ଏହି ନଳକୂପ କୁ ଏହାର ସମାଧାନ ହଇପାରୁନାହିଁ l ଆମେ କୁଳି ମଜୁରୀ କରି ପେଟ ପାଷାଣ କରିବା ଲୋକେ ଏବଂ ଆମର ପିଲାମାନେ ସ୍କୁଲ ଯିବା ପାଇଁ ଠିକ ସମୟରେ କିଛି ରୋସେଇ କରି ଖାଇବା ମଧ୍ୟ ଜଗାଇପାରୁନାହଁ ବୋଲି ଗ୍ରାମବାସୀ ମାତରଖିଛନ୍ତି l ଏହି ପରିସ୍ଥିତି ରେ ପ୍ରଶାସନ କିମ୍ବା ସରକାରଙ୍କ ଦ୍ୱରା କୈଣସି ସୁବିଧା ନ କରନ୍ତି ତାହାହେଲେ ଆମେ ଆଗାମୀଦିନରେ ବଡ ଆନ୍ଦୋଳନ କରିବୁ ବୋଲି ଗଣମାଧ୍ୟ୍ୟମ ଙ୍କ ସଂମୁଖ ଆଗରେ ମତ ରଖିଛନ୍ତି l ଏହି ପାଣି ଓ ଗ୍ରାମରେ ଥିବା ଅନେକ ସମସ୍ୟା କୁ ନେଇ ଗ୍ରାମର ଓ ଅଂଚଳର କିଛି ବୁଦ୍ଧିଜୀବୀ ଓ ସମାଜସେବୀ ଦୁଃଖପ୍ରକାଶ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق