କୋରାପୁଟ ଶlବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଦ୍ୱାରା ସଂକୃତ ବିଶ୍ଵବିଦ୍ୟାଳୟ ଆରମ୍ଭ l
ଆଜି କୋରାପୁଟ ସ୍ଥିତ ଶlବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କାରିକୁହାଯାଇଛି ଯେ ଆଗାମୀ ଦିନ ରେ ମନ୍ଦିର ପ୍ରଶାସନ ଦ୍ୱାରା ସଂକୃତ ବିଶ୍ଵବିଦ୍ୟାଳୟ ର ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି l ଯୋଗ ଠୁ ଧରି କର୍ମ କାଣ୍ଡ ଯାଏଁ ପାଞ୍ଚଟି ବିଭାଗ ରେ ପ୍ରଥମ କରି ଶିକ୍ଷlଆରମ୍ଭ ହେବାକୁ ଯାଉଥିବା ବେଳେ ନୂଆଦିଲ୍ଲୀ ସ୍ଥିତକେଦ୍ରୀୟ ସଂକୃତ ବିଶ୍ଵବିଦ୍ୟାଳୟ ସହ ଅନୁବାନ୍ଧିତ କରାଯାଇଛି l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ଯୋଗଦେଇ ଥିଲେ l ମନ୍ଦିର ପ୍ରଶାସନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିବା ଜଣାପଡିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق