ହଜିଯାଇଥିବା ମୋବାଇଲ୍ ଫେରସ୍ତ କଲା ଜିଲ୍ଲା ପୋଲିସ୍ ।
ଗଜପତି(ମନୋଜ ପାଢୀ)୩/୯/୨୦୨୫ , ଗଜପତି ଜିଲ୍ଲା ର ବିଭିନ୍ନ ଥାନା ରେ ଜନସାଧାରଣ ହଜିଯାଇଥିବା ମୋବାଇଲ୍ କେସ୍ ହୋଇଥିଲା । ଏ ନେଇ ଜିଲ୍ଲା ଆରକ୍ଷୀ ଅଦକ୍ଷ ଜତ୍ରିଦ୍ଦ୍ର କୁମାର ପଣ୍ଡା ଓ Dsp ସୁନିଲ୍ କୁମାର୍ ମାହାନ୍ତି ଉପସ୍ଥିତ ରେ ଆଜି ଦିନ ୧୧ଘଣ୍ଟା ସମୟ ରେ ନିଜ ସମ୍ମିଳନୀ କକ୍ଷରେ କହିଥିଲେ ଯେ ଜିଲ୍ଲା ର ବିଭିନ୍ନ ଥାନା ରେ ଗତ ୨ ମାସ ମଧ୍ୟରେ ସାଧାରଣ ଜନତା ଙ୍କ ବିଭିନ୍ନ ସ୍ଥାନ କୈାଣସି ବସସ୍ଥ ହଜିଯାଇଥିବା ମୋବାଇଲ୍ ।ନିଜ ପରିଚୟ ପତ୍ର ଦେଖାଇ ଫେରସ୍ତ କରାଯାଇଛି । ଗଜପତି ସାଇବର୍ ସେଲ୍ ଓ ବିଭିନ୍ନ ଥାନା ଅଧ୍ୟକାରୀ ମିଳିତ ଉଦ୍ୟାନରେ ସଫଳତା ଖେଳିଛି । ସୁଚନା ଯୋଗ୍ୟ ପୋଳାସ କନ୍ନଷ୍ଟବଲ ମୋବାଇଲ୍ ମଧ୍ୟ ହଜିଯାଇଥିବା ଆଜି ତାଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇଛି । ଏହି କାୟ୍ଯାକ୍ରମ କୁ ସାଗର ସାହୁ ଓ ଅନ୍ୟ ଷ୍ଟାଫ୍ ମାନେ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଜପତି
إرسال تعليق