ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ
ଭଗବାନ ଦେହୂରୀ ଓ ତାଙ୍କ ସହକର୍ମୀ ସିବିରାର୍ଥୀ ମାନଙ୍କୁ ଯୋଗ ଏଵଂ ସୁ ସ୍ବାସ୍ଥ୍ୟ ବିନା ସମାଜ ସେବା ଅସମ୍ଭବ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ତତ୍ ସଙ୍ଗେ ସଙ୍ଗେ ବିଶିଷ୍ଟ ସମାଜ ସେବୀ ଶ୍ରୀ ଯୁକ୍ତ ଅଭୟ ଜେନା ଛାତ୍ର ସମାଜ ର ସମାଜ ପ୍ରତି ମୂଲ୍ୟବୋଧ ଏଵଂ ଜୀବନର ପ୍ରତିବଧତା ସଂକ୍ରାନ୍ତୀୟ ଏକ ଆଲୋଚନା ଚକ୍ରରେ ଶିବିରାର୍ଥୀ ମାନଂକୁ ଉତ୍ସାହିତ କରିଥିଲେ । ସାଂପ୍ରତିକ ସମାଜରେ ଉପୁଜୁଥିବା ଆତ୍ମହତ୍ୟା ନାନାଦି ଦିଗ ଏଵଂ ଏହାର ପ୍ରତିକାର ପାଇଁ ଅନେକ ଉଦାହରଣ ଛଳରେ ଛାତ୍ର ଛାତ୍ରୀ ମାନଂକ ମନବଳ ଉଚ୍ଚା କରିଥିଲେ। ପ୍ରତିଦିନ ସଂଧ୍ୟାରେ ଗଣିଆ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ, ନାଟ୍ୟ କାର ଶ୍ରୀଯୁକ୍ତ ଗିରିଶ କୁମାର ମିଶ୍ର ଶିବିରାର୍ଥି ମାନଂକ ଗହଣ ରେ ସମୂହ ହନୁମାନ ଚାଳିଶା ପଠନ କରାଯିବା ପାଇଁ ସ୍ଥିର କରାଯାଇଛି ।
ମଣିଭଦ୍ରା ଖବର, ଗଣିଆ




إرسال تعليق