ଶିଶିର କୁମାର ପାଣିଗ୍ରାହୀଙ୍କ ଚେନ୍ନାଇ ଯାତ୍ରା
ଅକ୍ଟୋବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖରେ ସମାପ୍ତ ହେବାକୁଥିବା BFI CUP all india boxing championship ରେ Technical Official ଭାବେ ଯୋଗ ଦେବାପାଇଁ ଆନ୍ତର୍ଜାତୀୟ ବକ୍ସିଂ ରିଫେରୀ ତଥା ସ୍ଥାନିୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି ।
ଏହି ପ୍ରତିଯୋଗିତାରେ ପ୍ରାୟ ଭାରତର ସମସ୍ତ ରାଜ୍ଯ ଓ Unitର ପୁରୁଷ ଏବଂ ମହିଳା ବକ୍ସିଂ ଦଳ ଅଂଶ ଗ୍ରହଣ କରିବେ । ଏହି ଚାମ୍ପିଅନସିପ Boxing federation of India and Tamilnadu Boxing Association ର ମିଳିତ ଆନୁକୁଲ୍ୟରେ ରେ ତାମିଲନାଡୁ ରାଜ୍ୟର VIT ଚେନ୍ନାଇ ସହର ସ୍ଥିତ ମହାତ୍ମାଗାନ୍ଧୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ ବୋଲି କେ ପ୍ରଭାକର ରାଓ ଜଣାଇଛନ୍ତି ।ଶ୍ରୀ ଆଶିର୍ବାଦ ବେହେରା, ଶ୍ରୀ ଅଭିଜିତ ପାଲ, ଶ୍ରୀ ଅଶୋକ କୁମାର ସାହୁ,ରାଜ୍ୟ ବକ୍ସି ସମ୍ପାଦକ ଶ୍ରୀ ଅନିଲ ବୋହିଦାର ,ରାଜ୍ଯ ବକ୍ସିଂ ସଭାପତି ଶ୍ରୀ ରଘୁନନ୍ଦନ ପାଢୀ, ଶ୍ରୀ ରବିଶଙ୍କର ପ୍ରତିହାରି, କେ ପ୍ରଭାକର ରାଓ, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, ଶିବରାମ ପାତ୍ର, ଏସ କେ ନାୟକ, ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡାବି ଆଦି ଶୁଭେଚ୍ଛା ଜଣାଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା



إرسال تعليق