*ବଢ଼ିଲା_ଇନ୍ସପେକ୍ଟର_ଓ_SIଙ୍କ_କ୍ଷମତା*
*-ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇଲେ ସରକାର*
*-ଏଣିକି SC/ST ମାମଲାର ତଦନ୍ତ କରିପାରିବେ*
*-ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା କରିପାରିବେ*
*-ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା*
*-ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ*
إرسال تعليق