ବାଲିଗୁଡ଼ା ସହରରେ ୭୬ ତମ ବନଖଣ୍ଡ ସପ୍ତାହ ପାଳିତ, ଏକ ପେଡ଼ ମା କେ ନାମ
କନ୍ଧମାଳ (ସଲମାନ୍ ଦିଗାଲ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ବୃକ୍ଷ ରୋପଣ ମହୋତ୍ସବ କରା ଯାଇଥିଲା l ସରକାରଙ୍କ ନାରା ଏକ ପେଡ଼ ମା କେ ନାମ ଥିଲା l ବାଲିଗୁଡ଼ା ବନ ଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦେଶ ଅନୁଯାୟୀ ବାଲିଗୁଡ଼ା ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ବୃକ୍ଷ ରୋପଣ ବାଲିଗୁଡ଼ା ସ୍ଥିତ B S F କ୍ୟାମ୍ପ ପାଖରେ କରାଯାଇଥିଲା l ଉକ୍ତ କାର୍ଯ୍ୟ କ୍ରମରେ ବାଲିଗୁଡ଼ା ର ସମସ୍ତ ସରକାରୀ ଏବଂ ବେସରକାରୀ ଓ ମା ମାନେ ମଧ୍ୟ ଉପସ୍ଥିତ ଥିଲେ l ଗଛ ଲଗେଇଲେ ପରିବେଶକୁ ସନ୍ଦର୍ଯ୍ୟ ଏବଂ ସୁସ୍ଥ ରଖା ଯାଇ ପାରିବ ବୋଲି କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ Dr ରିନା ପ୍ରଧାନ l ଦିନ ପରେ ଦିନ ବାଲିଗୁଡ଼ାରେ ଗଛ ନଷ୍ଟ ହୋଉଥିବା ଦେଖି ଏହି ବର୍ଷ ଅଧିକ ମାତ୍ରା ରେ ପ୍ଲାଣ୍ଟେସନ କରାଯାଇଛି l ଏବଂ ବାଲିଗୁଡ଼ାରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇ ବୃକ୍ଷ ରପଣ କରାଯାଇ ଥିଲା l ମୁଖ୍ୟ ଅତିଥି ବାଲିଗୁଡ଼ା ଉପଜିଲ୍ଲାପାଳ ଡା ରିନା ପ୍ରଧାନ ଥିବାବେଳେ ସନ୍ନମ୍ମାନିୟ ଅତିଥି ବାଲୁଗୁଡ଼ା S D P O ରାମେନ୍ଦ୍ର ପ୍ରସାଦ. P I T D A କୃପାସିନ୍ଧୁ ବେହେରା. ଏବଂ ଗୋଷ୍ଠୀ ଉନ୍ନୟନ ଅଧିକା ରି ଅକ୍ଷୟ କୁମାର ମଳିକ . ବନବାସୀ ସଅ ସମ୍ପାଦକ ରବିଦ୍ର କୁମାର ପଣ୍ଡା B S F ଯବାନ ଏବଂ ବନ ବିଭାଗ ରେଞ୍ଜର ଡି ସୁବାସ କୁମାର S C F ସୂର୍ଯକାନ୍ତ ଦେହେରା. ପ୍ରଭାତ କୁମାର. ଓ ଗିରିଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ସେହିଭଳି ମିଡ଼ିଆକିଆ ଗ୍ରାମ ପଞ୍ଚେୟତ. ଲଦାମିଲା ରେ ମଧ୍ୟ ଆଜି ବୃକ୍ଷ ରୋପଣକାର୍ଯ୍ୟ କରାଯାଇଥିଲା l ଉକ୍ତ ବୃକ୍ଷ ରପଣ ରେ ମୁଖ୍ୟ ଅତିଥି ବିଧାୟଜ ଚକ୍ରମଣି କହ୍ନର. ଅବନୀ ଭାଇ ଜିଲ୍ଲା ଅଧ୍ୟକ୍ଷା ନନ୍ଦିନୀ ମଲିକ ଏବଂ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ ମହୋତ୍ସବ କରିଥିଲେ. I ଏବଂ ବୃକ୍ଷ ରୋପଣ ଉପରେ ଗ୍ରାମ ବାସି ବହୁତ ଖୁସି ଦେଖିବାକୁ ମିଳିଥିଲା l
କନ୍ଧମଳ ଜିଲ୍ଲା ବାଲିଗୁଡ଼ାରୁ ମଣିଭଦ୍ରା ଖବର
إرسال تعليق