BREAKING
Loading...
:

ପ୍ରାଣୀ ଚିକିତ୍ସାଳୟ କୁ ମିଳିଲା ନୂତନ ଆମ୍ବୁଲାନ୍ସ

 ପ୍ରାଣୀ ଚିକିତ୍ସାଳୟ କୁ ମିଳିଲା ନୂତନ ଆମ୍ବୁଲାନ୍ସ




ଖଣ୍ଡପଡ଼ା ୬/୭( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) : ଖଣ୍ଡପଡ଼ା ସହରର 

ପଶୁ ଚିକିତ୍ସା ବିଭାଗ କୁ ଦୀର୍ଘ ବର୍ଷ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ଜରୁରୀ କାଳୀନ ଆମ୍ବୁଲାନ୍ସ ଯୋଗାଇଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତି ରେ 

ପଶୁ ପକ୍ଷୀ ଙ୍କ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାର ଆବଶ୍ୟକ ଥିବା ବେଳେ ଏହି ନୂତନ ଆମ୍ବୁଲାନ୍ସ ଟି ଅଞ୍ଚଳ ବାସି ଙ୍କ ପାଇଁ ସଦାସର୍ବଦା ସାହାୟକ ହେବବୋଲି ଖଣ୍ଡପଡ଼ା ପଶୁ ଚିକିତ୍ସା ଧୀକାରୀ ବିଶ୍ବରଂଜନ ରାଉତ କହିଛନ୍ତି। ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବାରୁ ଖଣ୍ଡପଡ଼ା ଅଞ୍ଚଳରେ ଗୋପାଳକ

ଓ ପଶୁ ପାଳକ ମଧ୍ୟ ରେ ଆନନ୍ଦ ପ୍ରକାଶ ପାଇଛି। ଭ୍ରାମ୍ୟମାଣ ଗାଡ଼ିର ସୁବିଧା ପାଇଁ ଏ ଅଞ୍ଚଳର ପଶୁ ପକ୍ଷୀ ଙ୍କ କୋୖଣସି ବ୍ୟବସ୍ଥା ରେ ଖିଲାପ ହେବାକୁ ଦିଆଯିବ ନାହିଁ ଏହା ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS