BREAKING
Loading...
:

ଯୁବକ ସଂଘ ପକ୍ଷରୁ କାଉଡ଼ିଆଙ୍କ ସେବାକାର୍ଯ୍ୟ

 ଯୁବକ ସଂଘ ପକ୍ଷରୁ କାଉଡ଼ିଆଙ୍କ ସେବାକାର୍ଯ୍ୟ 



ଖଣ୍ଡପଡ଼ା ୨୭/୭/୨୦୨୫ ଖଣ୍ଡପଡ଼ା ବ୍ଲକ ଅଧିନ ବେଣାଗାଡିଆ ପଞ୍ଚାୟତର ବରକୋଳି ଛକରେ ସ୍ଥାନୀୟ ଅଞ୍ଚଳର  ଯୁବକ ସଂଘ ଓ ଶ୍ରୀ ସାଇ ସୋମନାଥ ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ କାଉଡ଼ିଆମାନଙ୍କୁ ଖାଦ୍ୟ ,ପାନୀୟଜଳ ଆଦି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ସ୍ବେଚ୍ଛାସେବୀ ସନାତନ କାଠୁଆଙ୍କ ସମେତ ଅନ୍ଯମାନେ ସାମିଲ ହୋଇଥିଲେ। 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS