BREAKING
Loading...
:

ରଥଯାତ୍ରା: #ପୁରୀକୁ_ଗଡ଼ିବ_ହଜାରେ_ବସ୍*

 



*ରଥଯାତ୍ରା: #ପୁରୀକୁ_ଗଡ଼ିବ_ହଜାରେ_ବସ୍*

- *ଏଥର ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍*

- *ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ପରିବହନ କମିଶନରଙ୍କ ସୂଚନା*

- *'ପୁରୀ ତାଳବଣିଆ ଏବଂ ମାଳତିପାଟପୁରରେ ହେବ ବସ୍‌ ପାର୍କିଂ'*

- *'ବସ୍ ରହଣିସ୍ଥଳରୁ ରଥ ଦେଖିବା ପାଇଁ ରହିବ ବ୍ୟାଟେରୀ ଗାଡ଼ି'*

- *'ଧାର୍ଯ୍ୟଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ'*

- *ଘରୋଇ ବସ୍‌ ମାଲିକ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS