BREAKING
Loading...
:

ଚିଲିକା ମସ୍ୟଜୀବୀ ମହାସଙ୍ଘ ପକ୍ଷରୁ ସହିଦ ଦିବସ ପାଳନ

 ଚିଲିକା ମସ୍ୟଜୀବୀ ମହାସଙ୍ଘ ପକ୍ଷରୁ ସହିଦ ଦିବସ ପାଳନ


ଚିଲିକା ; ୧୯୯୯ ମସିହାରେ ମେ ୨୯ ତାରିଖରେ ଚିଲିକାରେ

ବେଆଇନ ଚିଙ୍ଗୁଡି ଘେରିକୁ ବିରୋଧ କରି ଚିଲିକାର ଚତୃପାର୍ଶ୍ୱୋ ଖୋରଧା, ପୁରୀ ଓ ଗଂଜାମ ଜିଲ୍ଲାରୁ  ଶହ ଶହ ମତ୍ସ୍ୟଜିବୀ ଚିଲିକାରେ ନିଜ ନିଜ ଡ଼ଙ୍ଗା ନେଇ ଚିଲିକା ମଧ୍ୟକୁ ପ୍ରବେଶ କରିଥିଲେ ।

 ଏହା ଶହ ଅନ୍ୟ ମତ୍ସ୍ୟଜିବୀ ମାନେ ନିଜ ନିଜର ପରିବାରକୁ ଧରି  ସୋରଣ ସ୍ଥିତ ଘୋଡ଼ା ଦୌଡ଼ ମାଛ ପେଣ୍ଠ ନିକଟ ସଭା ସ୍ଥଳୀ ନିକଟରେ ଉପସ୍ଥିତ ଥିଲେ । 

ରାତି ଅଧରେ ଚିଙ୍ଗୁଡି ମାଫିଆ ମାନେ ଅତର୍କିତ ଗୁଳିଚାଳନା କରିଥିଲେ । ସେହି ଗୁଳି ମାଡ଼ରେ ସହିଦ୍ ୫ ଜଣ ମତ୍ସ୍ୟଜିବୀ ସହିଦ  ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଗୃହିଣୀ ଥିଲେ । ସେହି ଦିନ ଠାରୁ ଦୀର୍ଘ ୨୫ବର୍ଷ ଧରି ପାଳିତ ହୋଇ ଆସୁଅଛି ଚିଲିକା ସହୀଦ ଦିବସ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS