BREAKING
Loading...
:

ଇଗ୍ନୋର ପାଠ୍ୟ କ୍ରମ ରେ ନୂତନ ଛାତ୍ର ଛାତ୍ରୀ ଙ୍କ ର ଅଧିଗ୍ରହଣ ଉତ୍ସ୍ବବ ଅନୁଷ୍ଠିତ l

 କୋଟ୍ସ୍ ର ଇଗ୍ନ ପାଠ୍ୟ କ୍ରମ ରେ ନୂତନ ଛାତ୍ର ଛାତ୍ରୀ ଙ୍କ ର ଅଧିଗ୍ରହଣ ଉତ୍ସ୍ବବ ଅନୁଷ୍ଠିତ l

କୋରପୁଟ (ମଣିଭଦ୍ରା ଖବର) ଇଗ୍ନୋ ପାଠ୍ୟ କ୍ରମ ରେ ନୂତନ ଛାତ୍ର ଛାତ୍ରୀ ଙ୍କ ଅଧିଗ୍ରହଣ ଉତ୍ସ୍ବବ ସ୍ଥାନୀୟ କୋଟ୍ସ କାଯ୍ୟାଳୟ ଠାରେ  କଟ୍ସ ର ନିର୍ଦ୍ଧେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଙ୍କ ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ର କୁଳସଚିବ ମହେଶ୍ବର ନାୟକ ମୁଖ୍ୟବକ୍ତା ଭାବେ ଇଗ୍ନ ଆଞ୍ଚଳିକ କେନ୍ଦ୍ର କୋରପୁଟ ର ନିର୍ଦେଶକ ଡ ଲତିକl ମିଶ୍ର ଯୋଗ ଦେବା ସହ  ଇଗ୍ନୁ ପାଠ୍ୟକ୍ରମ ସମୟ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ଓ ଏ ଅଂଚଳ ର ପିଲାମାନେ ଏହାର ଲାଭ ଉଠା ଇପlରିବେ ବୋଲି କହିଥିଲେ l ମୁଖ୍ୟ ଅତିଥି ଏହି କେନ୍ଦ୍ର ଜରିଆ ରେ ପିଲାମାନେ ନିଜେ ପାଠ୍ୟପୁସ୍ତକ ପାଇପାରିବେ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ  ଡ ଜଗବନ୍ଧୁ ସାମଲ ଯୋଗଦେଇଥିଲେ କେନ୍ଦ୍ରର ସଂଯୋଜକ ନଗେନ୍ଦ୍ର କୁମାର ରଥ ବିବରଣୀ ପ୍ରଦାନ କରିଥିଲେ l ଡ ଅଶୋାକ ନନ୍ଦ ଗୋପିନାଥ ପ୍ରଧାନ ଦୀପକ ତାଣ୍ଡି ପ୍ରସନ୍ନ କୁମାର ପଣ୍ଡା ସନ୍ତୋଷ କୁମାର ପଣ୍ଡା ସମେତ କୋଟସ୍ ର ସମସ୍ତ କର୍ମଚାରୀକାର୍ଯକ୍ରମ ରେ ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS