BREAKING
Loading...
:

ଅପରେସନ ସିନ୍ଦୂର ରେ ପ୍ରାଣ ହରାଇଥିବା ସହିଦ୍ ଯବାନ ମାନଙ୍କ ଆତ୍ମାର କଲ୍ୟାଣ ନିମନ୍ତେ ସତସଙ୍ଗ ଏବଂ ହନୁମାନ ଚାଳିଶା ପାଠ....

 ଅପରେସନ ସିନ୍ଦୂର ରେ ପ୍ରାଣ ହରାଇଥିବା ସହିଦ୍ ଯବାନ ମାନଙ୍କ ଆତ୍ମାର କଲ୍ୟାଣ ନିମନ୍ତେ ସତସଙ୍ଗ ଏବଂ ହନୁମାନ ଚାଳିଶା ପାଠ.... 



ବ୍ରହ୍ମପୁର  ସଂକଟ ମୋଚନ ହନୁମାନ ମନ୍ଦିର (ନୂଆଁବନ୍ଧ ହୁଡ଼l ) ଲାଞ୍ଜିପଲ୍ଲି ସ୍ଥିତ ଏବଂ ରେଡି ସାହିରେ ସ୍ଥିତ ହନୁମାନ ମୂର୍ତ୍ତି ଠାରେ ପୂଜ୍ୟ ସ୍ୱାମୀ ହରି ଶରଣlନନ୍ଦ ସରସ୍ଵତୀ ମହାରାଜ ଙ୍କ ଅଧକ୍ଷ ତାରେ ଏବଂ ଆର୍ ତ୍ରିନାଥ ରେଡି ଙ୍କ ସହଯୋଗରେ ଅପରେସନ ସିନ୍ଦୂର ରେ ସହିଦ୍ ହୋଇଥିବl ଜୱlନ ମାନଙ୍କ ପରିବାରରେ ଶାନ୍ତି ଆତ୍ମାର କଲ୍ୟାଣ ନିମନ୍ତେ ହନୁମାନ ଚାଳିଶା ପାଠ ସହ ଦିବ୍ୟ ସତସଙ୍ଗ ର ଆୟାଜନ ହୋଇଥିଲl ଏଥିରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର ପାଠ ସହ ଶାନ୍ତିମନ୍ତ୍ର ପାଠ ହୋଇଥିଲା, ଏହି କାର୍ଯ୍ୟକ୍ରମର ଏକ ମାତ୍ର ଲକ୍ଷ୍ୟ ପବିତ୍ର ଭାରତ ରୁ ଆତଙ୍କବlଦ ମାନଙ୍କର ମୂଳ ପୋଚ କରିବା ଭାରତ ଭୂମିରେ ଶାନ୍ତି ପ୍ରତିଷ୍ଠା କରିବା ସହ ଆଧ୍ୟାତ୍ମିକ ର ଉନ୍ନତି କରାଇବା ର ଏକ ମାତ୍ର ଲକ୍ଷ୍ୟ ଅଟେ ସ୍ବାମୀଜୀ ଆଶିର୍ବଚନ ମାଧ୍ୟମରେ କୋହିଥିଲେ, ବିଶ୍ବ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲାର ସଭାପତି ଅଜିତ୍ କୁମାର ମହାପାତ୍ର, ଦୂର୍ଗା ବାହିନୀର ରଞ୍ଜିତା ଦାଶ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ସରୋଜ କୁମାର ସାବତ, ଶିବରାମ ରେଡି, ଶାନ୍ତିଲତା ସାହୂ, ଅଭି ଭାଈ,ଟି କlଳୁ ରେଡି, ଦିଲୀପ କୁମାର ବେହେରା, ଏସ ରାଜି ରେଡି, ଙ୍କ ସମେତ ବୋହୂ ଗ୍ରାମ ବାସୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ପରିଶେଷରେ ଆର୍ ତ୍ରିନାଥ ରେଡି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS