*#ଅପରେସନ_ ସିନ୍ଦୂର_ ନେଇ_ BJPର_ପ୍ରେସମିଟ୍*
BJP ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ PC
ତିନି ସେନାକୁ ପ୍ରଶଂସା କଲେ ସମ୍ବିତ ପାତ୍ର
‘ଅପରେସନ ସିନ୍ଦୂରକୁ ସଫଳ କରିଛନ୍ତି ୩ ସେନା’
‘ଯାହା ପୂର୍ବରୁ କେବେ ହୋଇନି ଏବେ ହୋଇଛି’
‘ପାକିସ୍ତାନ ଭିତରେ ପଶି ଆତଙ୍କୀଙ୍କୁ ମାରିଛୁ’
PM ମୋଦି ଯାହା କହିଥିଲେ ତାହା କରିଛନ୍ତି
‘ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବେ କହିଥିଲେ’
‘୯ଟି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛି ଭାରତ’
‘ସିନ୍ଧୁ ନଦୀ ଜଳଚୁକ୍ତିକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି’
‘ପୂର୍ବରୁ କେବେ ଜଳଚୁକ୍ତି ସ୍ଥଗିତ ହୋଇନଥିଲା’
‘ଜଳଚୁକ୍ତି ସ୍ଥଗିତ ରଖିବା ପାକ୍ ଅର୍ଥନୀତି ଉପରେ ପ୍ରହାର’
‘ଧୀରେ ଧୀରେ ପାକ୍ ଅର୍ଥନୀତି ଉପରେ ପଡ଼ିବ ପ୍ରଭାବ’
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق