ଜଗତସିଂହପୁର/କଟକ (ମଣିଭଦ୍ରା ଖବର) ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟକୁ ଗିରଫ କରିଛି ପୁଲିସ। ଦୁଇ ଜାହାଜକୁ ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୪୨୮ କୋଟି ଟଙ୍କା ପ୍ରାପ୍ୟ ଦାବିରେ ଆଲଫର୍ଡ ମେରାଇନ ଲିମିଟେଡ ପକ୍ଷରୁ ହାଇକୋର୍ଟରେ ଦାୟର କରା ଯାଇଥିଲା ମାମଲା । ଏହି ମାମଲାର ଶୁଣାଣି କରିବା ଓଡ଼ିଶା ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେବା ପରେ ପୁଲିସ ଉକ୍ତ ଦୁଇ ଜାହାଜକୁ ଗିରଫ କରିଥିବା ଜଣାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق