୪୫୫ ଲିଟର ଦେଶୀ ମଦ ଜବତ
କଟକ (ମାନସ କୁମାର ସାହୁ) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ CH ତିରୁପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ ଏବଂ ବାଙ୍କୀ ଅବକାରୀ ଟିମ ଖବର ପାଇ ବିଳମ୍ବିତ ରାତ୍ରି ରେ ଗୋଟିଏ Mahindra Max Pick-Up ରେଜିଷ୍ଟ୍ରସନ ନମ୍ବର OD-05-BT-3808 କୁ ବାଙ୍କୀ, କଳାପଥର, ନୟାଗଡ, T-Setu ନୂଆପାଟଣା ରାସ୍ତାରେ ପ୍ରାୟ ୩ ରୁ ୪ ଘଣ୍ଟା ସମୟ ଗୋଡାଇବା ପରେ ଗାଡି ଟି କୁ ନୂଆପାଟଣା ଜଙ୍ଗଲ ରାସ୍ତାରେ ଥୋଇ ଦେଇ ଦୁବୃତ୍ତ ଖସି ପଳାଇ ଗଲେ। ଉକ୍ତ ଗାଡି ରୁ ସର୍ବମୋଟ ୪୫୫ ଲିଟର ଚୋରା ଦେଶୀ ମଦ ଉଦ୍ଧାର କରାଯାଇଛି ଏବଂ ୧ ଗୋଟି ମାମଲା ରୁଜୁ କରା ଯାଇଛି।
ଏହି ଚଡାଉ ରେ ଉପସ୍ଥିତ ଥିବା ଅଫିସର
୧) CH ତିରୁପତି ଅବକାରୀ ଉପ ଅଧିକ୍ଷ୍ୟକ ଆଠଗଡ
୨) ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ
୩) ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ଆଠଗଡ
୪) ସୌମ୍ୟ ରଞ୍ଜନ ମାଝୀ ଅବକାରୀ ଉପ ନିରୀକ୍ଷ୍ୟକ ବାଙ୍କୀ
ଏବଂ ସମସ୍ତ ଅବକାରୀ ସହକର୍ମୀ...
إرسال تعليق