BREAKING
Loading...
:

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ

 ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ

ଛତିଶଗଡ଼ (ମାନସ କୁମାର ସାହୁ) ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବିସ୍ଫୋରଣରେ ପିକଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ। କୁମ୍ବିଂ ଅପରେସନ୍ ସାରି ଫେରୁଥିବା ବେଳେ ବିସ୍ଫୋରଣ ।ନକ୍ସଲ ଅପରେସନରୁ ଫେରୁଥିବା ସମୟରେ, ଗୋର୍ଲା ନାଲା ନିକଟସ୍ଥ ମୁଖ୍ୟ ରାସ୍ତାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣର ଶିକାର ହୋଇଥିଲା ଯବାନ ଭର୍ତ୍ତି ଏସଟିଏଫ ଗାଡି। ଏଏସ୍ପି ଚନ୍ଦ୍ରକାନ୍ତ ଗୋବର୍ଣ୍ଣ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS