କୋରାପୁଟ ରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ l
କୋରାପୁଟରେ ରାଷ୍ଟ୍ରୀୟସ୍ୱୟଂ ସେବକଙ୍କ ଦ୍ୱାରା ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି l ସ୍ଥାନୀୟ ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶାଖା ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ଓ ପରେ ପରିବାର ସଂପର୍କ କୁ ନେଇ ଏକ ପ୍ରୀତିଭୋଜନ କରାଯାଇଥିଲା ତାପରେ ସ୍ୱୟଂସେବକ ଭାଇ ମlନଙ୍କ ଙ୍କ ଦ୍ୱାରା ସ୍ଥାନୀୟ ଅଶୋକ ବାଟିକା ଠାରୁ ସ୍ବରସ୍ବତୀ ଶିଶୁଵିଦ୍ୟାମନ୍ଦିର ଯାଏଁ ଅପରାହ୍ନ ରେ ପଥ ସଞ୍ଚlଳନ କରାଯାଇଥିଲା l ଏଥିରେ ନଗର ବାହକ ସମେତ ସମସ୍ତ ଶାଖା ର ରାଷ୍ଟ୍ରୀୟ ସ୍ୱୟଂସେବକ ଭାଇମାନେ ସାମିଲ ହୋଇଥିଲେ l ଏହି କାଯ୍ୟକ୍ରମ କୁ ସହର ବାସୀ ଆନନ୍ଦ ସହକାରେ ଉପଭୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق