BREAKING
Loading...
:

ନିଷ୍କର୍ସ_ଅନୁସାରେ_କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟବଂଶୀ



 *#ନିଷ୍କର୍ସ_ଅନୁସାରେ_କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟବଂଶୀ*

*-କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା*

*-‘ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି’*

*-‘ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି’*

*-‘ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ’*

*-ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି- ସୂର୍ଯ୍ୟବଂଶୀ*

*-‘ପୋଲିସ ଇନ୍‌ଭେଷ୍ଟିଗେସନ୍‌, ଫୋରେନସିକ୍‌ ଯାଞ୍ଚ ଚାଲିଛି’*

*-‘ଭାଇରାଲ୍‌ ଭିଡିଓର ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି କରାଯିବ’

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS