BREAKING
Loading...
:

ସରକାର_କଠୋର_ଆକ୍ସନ_ନିଅନ୍ତୁ- ବିଜୟ

 


*#ସରକାର_କଠୋର_ଆକ୍ସନ_ନିଅନ୍ତୁ- ବିଜୟ*

*-କିଟ୍‌ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା*

*-କିଟ୍‌ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ କହିଲେ ବିଜୟ*

*-‘ଏହା ସାଧାରଣ ଘଟଣା ନୁହେଁ, ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦତ ହୋଇଛି’*

*-‘ନେପାଳି ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଛି, ରେସିଜିମ୍‌ ଚାଲିଛି’*

*-‘ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା’*

*-‘ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର’*

*-‘ଯାହା ଫଳରେ ଆଗାମୀ ଦିନରେ ଏପରି ପୁନରାବୃତ୍ତି ହେବନି’*

*-‘ସରକାର କଲେଜକୁ ସୋ କଜ୍‌ ନୋଟିସ୍‌ କରିବା ଉଚିତ୍‌’

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS