BREAKING
Loading...
:

ଡା.ଏ. ବାଳକୃଷ୍ଣ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲେ

 ଡା.ଏ. ବାଳକୃଷ୍ଣ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲେ।

ବ୍ରହ୍ମପୁର (ମଣିଭଦ୍ରା ଖବର) .ଗାନ୍ଧୀନଗର, ସପ୍ତମ ସାହି ନିବାସୀ ଡା. ଏ. ବାଳକୃଷ୍ଣ 64 ବର୍ଷ ବୟସରେ ଗୋଟିଏ ସମୟରେ ଅଧିକ ସମୟ ଶୀର୍ଷାସନ କରି ବୁକ ଅଫ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଛନ୍ତି।ପ୍ରତିଦିନ ସକାଳେ ଜୁମ ମିଟ୍ ରେ ଯୋଗ ଶିକ୍ଷା ଦେଇ ଜନାଦୃତ ହୋଇଛନ୍ତି। ଘରେ ସୋଲାର ସିଷ୍ଟମ କରି ବିଦ୍ୟୁତ ବଞ୍ଚାଇ ଥିବାରୁ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପରେଡ୍ ରେ ଯୋଗଦେବାପାଇଁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଜିଲ୍ଲା ଆୟୁର୍ବେଦ ଚିକିତ୍ସକ ପଦବୀରୁ ଅବସର ନେବା ପରେ ମାଗଣା ପ୍ରାକୃତିକ ଚିକିତ୍ସା କରି ଲୋକଙ୍କୁ ଆରୋଗ୍ୟ କରୁଛନ୍ତି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS