BREAKING
Loading...
:

ଛାତ୍ର ଛାତ୍ରୀ ଙ୍କ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ

 ଛାତ୍ର ଛାତ୍ରୀ ଙ୍କ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ରାମଚନ୍ଦ୍ର ହାଇସ୍କୁଲ ଓ ଖଳି ସାହି ଲିଙ୍ଗରାଜ ବିଦ୍ୟାଳୟ ର ଧନ୍ଦାମୂଳକ ପାଠ୍ୟକ୍ରମର ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୟାଗଡ଼ ଜିଲ୍ଲା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ସେ ସମ୍ପର୍କରେ ଜ୍ଞାନ ଆହରଣ କରି ଥିବା ଜଣାଯାଇଛି। ଛାତ୍ର ଛାତ୍ରୀ ମାନେ ଗଣିଆ ବ୍ଲକର ଅନ୍ତର୍ଗତ ସାତକୋଶିଆ ଗଣ୍ଡ ନିକଟସ୍ଥ ବାଲୁକା ସ୍ତୁପ ରେ ପର୍ଯ୍ୟଟକ ପାଇଁ  କରାଯାଇ ଥିବା କୁଟିରରେ ରହି ତା'ର ମଜା ଉପଲବ୍ଧ କରିଥିଲେ। ରାମଚନ୍ଦ୍ର ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦଙ୍କ ତତ୍ବାବଧାନରେ ପରିଦର୍ଶନ ସଫଳତା ହାସଲ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS