#ଫାୟାରିଂ_କରି_୮_ଜଣଙ୍କୁ_ଛଡ଼ାଇ_ନେଲେ
-ପଟ୍ଟାମୁଣ୍ଡାଇ: ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି
-ବନବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ
-ବେଆଇନ୍ ମାଛ ମାରୁଥିବା ବେଳେ ରେଡ୍ କରିଥିଲା ବନବିଭାଗ
-୩ଟି ଟ୍ରଲର ସିଜ୍ ସହ ୯ ଜଣଙ୍କୁ ଧରି ସାଙ୍ଗରେ ଆଣୁଥିଲା
-ପାଟ୍ରୋଲିଂ ଟିମ୍କୁ ଘେରି ମାଛ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ
-ଗୁଳି ଫୁଟାଇ ଜୋରଜବରଦସ୍ତ ୮ ଜଣଙ୍କୁ ଛଡ଼ାଇ ନେଲେ ମାଫିଆ
ମଣିଭଦ୍ରା ଖବର, କଟକ
إرسال تعليق