BREAKING
Loading...
:

ଖଣ୍ଡପଡ଼ା ବରକୋଳି ନିକଟରେ ଚୋରାଚାଲାଣ ହେଉଥିବା ବାଲି ଟ୍ରକ ଅଟକାଇଲେ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

 ଖଣ୍ଡପଡ଼ା ବରକୋଳି ନିକଟରେ ଚୋରାଚାଲାଣ ହେଉଥିବା ବାଲି ଟ୍ରକ ଅଟକାଇଲେ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।  

ଭୁବନେଶ୍ଵର (ମଣିଭଦ୍ରା ଖବର) ଖଣ୍ଡପଡ଼ା ବରକୋଳି ନିକଟରେ ଚୋରାଚାଲାଣ ହେଉଥିବା ବାଲି ଟ୍ରକ ଅଟକାଇଲେ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।  ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ସହ ମନ୍ତ୍ରୀ ସବୁ ଗାଡ଼ି ଯାଞ୍ଚ କରୁଛନ୍ତି। ସ୍ଥାନୀୟ ତହସିଲଦାର, ଆରଟିଓ ପ୍ରଶାନ୍ତ କୁମାର ପରିଡ଼ା,ମାଇନିସ ବିଭାଗ ଅଧିକାରୀ ପହଞ୍ଚିଥିବା ସୂଚନା।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS