BREAKING
Loading...
:

ଛତ୍ରପୁର ଓକିଲ ସଂଘ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

 ଛତ୍ରପୁର ଓକିଲ ସଂଘ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

ଛତ୍ରପୁର ( ମଣିଭଦ୍ରା ଖବର) ମ।ନ୍ୟବର ର।ଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ର।ଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନ। ମ।ନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ରନ।ୟକ  ଓ ଅ।ସିକ। ବିଧାୟକ ଶ୍ରୀ ସରେ।ଜ କୁମାର ପ।ଢ଼ି ପ୍ରମୁଖ ଅ।ଜି ଛତ୍ରପୁର ଓକିଲ ସଂଘ କୁ ପରି ଦର୍ଶନ କରିଥିଲେ ପ୍ର।ର।ମ୍ଭ  ରେ ମଧୁବାବୁ ଙ୍କର ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ଓକିଲ ସଂଘ ପରିସର ରେ ସଭ।ପତି ପ୍ରଦୀପ କୁମାର ପ।ଢୀ ଅଧ୍ୟକ୍ଷତ। ରେ ମନ୍ତି ଓ ବିଧାୟକ ମ।ନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କର।ଜ।ଇଥିଲ। ଏବଂ ଓକିଲ ସଙ୍ଘର ସମ୍ମିଳନୀ ଗୃହ ଓ ପ।ଠ।ଗ।ର ଗୃହ ନିର୍ମାଣ ସକ।ଶେ 50 ଲକ୍ଷ ଟଙ୍କ। ପ୍ରଦ।ନ କରିବ। ପ।ଇଁ ମ।ନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ଦେଶ୍ୟ ରେ ମ।ନ୍ୟବର ର।ଜସ୍ବ ମନ୍ତ୍ରୀ ଙ୍କୁ ସଁପ।ଦକ ସୁରେଶ ପଟନ।ୟକ ପ୍ରଦାନ କରିଥିଲେ ।ମ।ନ୍ୟବର ମନ୍ତ୍ରୀ ଓକିଲ ସଙ୍ଘର ଅସୁବିଧା ହୃଦୟଙ୍ଗ କରି ଅ।ବଶ୍ୟକୀୟ ଅନୁଦାନ ପ୍ରଦ।ନ କରିବ। ପ।ଇଁ ପ୍ରତିଶ୍ରୁତି ଦେଇଥିଲେ ।ପରେ ଉପ ସଭାପତି ଚୈତନ୍ୟ ପ୍ରଧାନ ଧନ୍ୟବାଦ ଦେଇଥିଲେ ଏବଂ ସମସ୍ତ ପଦ।ଧିକ।ରି  ଓ ଓକିଲ ସଙ୍ଘର ସମସ୍ତ ସଦସ୍ୟ ଓ ସଦସ୍ୟ। ମ।ନେ ଉପସ୍ଥିତ ରହି ମନ୍ତ୍ରୀ ଓ ବିଧାୟକ ଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଜଣ।ଇଥିଲେ ଓ ଛତ୍ରପୁର ଓକିଲ ସଂଘ ଇତିହାସ ରେ ପ୍ରଥମ ଦର୍ଶ।ଇଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS