BREAKING
Loading...
:

ପାଳଗଦାରୁ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ଜଳି ପାଉଁଶ

 ପାଳଗଦାରେ ନିଆଁ ଲାଗି ପାଖରେ ଥିବା ଘରର କିଛି ଆସବାବପତ୍ର ପୋଡି ପାଉଁଶ 

ବୌଦ୍ଧ (ମଣିଭଦ୍ରା ଖବର ) ବୌଦ୍ଧଜିଲ୍ଲା ବୌଦ୍ଧବ୍ଲକ ଗୁନ୍ଦୁଲିଆ ଗ୍ରାମପଞ୍ଚାୟତ ଅଧୀନ ଗୁନ୍ଦୁଲିଆ ଗ୍ରାମର ବିମ୍ବାଧର ବେହେରାଙ୍କ ପାଳଗଦା ରେ କେଉଁ ଜଣେ ଅସାମାଜିକ ଯୁବକ ନିଆଁଲଗାଇ ଦେଇଥିବାରୁ 

ପାଳଗଦା ପୋଡିଯିବା ସହିତ ପାଖରେ ଥିବା ଆଜବେଷ୍ଟର ଘରର ଝରକାଦେଇ ସାମ୍ବାଦିକ ପ୍ରଭଞ୍ଜନ ପୁରୋହିତ ଙ୍କ କିଛି ଆସବାବ ପତ୍ରଫୋଡି ନଷ୍ଟ ହୋଇଯାଇଛି ନଷ୍ଟ ହୋଇଥିବା ଅସବାବ ପତ୍ରମୂଲ୍ୟ ପ୍ରାୟ ପନ୍ଦର ହଜାର ଟଙ୍କା ହେଵବୋଲି ଅକଲନ ରୁ ଜଣାପଡୁଛି

ନିଆକୁ ବାଉଁଶୁଣି ଦମକଲ ର ଚିତରଞ୍ଜନ ମହାର ଲିଡିଙ୍ଗ ଫାୟାର ମେନ ଙ୍କ ସମେତ ଅଲ ଷ୍ଟାଫ ସାମିଲ ଥିଲେ  ନିଆଁ ଏତେ ପ୍ରଖର ଥିଲା ଯେ ପ୍ରାୟ ଅଧାଘଣ୍ଟା ପାଣି  ମାରିବାପରେ ନିଆଁ କୁ ଆୟତ କରି ଲିଭାଇଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS