BREAKING
Loading...
:

ବିଜାପୁର ଜିଲ୍ଲାରେ ବଡ଼ ଏନକାଉଣ୍ଟର।

ବିଜାପୁର ଜିଲ୍ଲାରେ ବଡ଼ ଏନକାଉଣ୍ଟର।

 ଛତିଶଗଡ (ମଣିଭଦ୍ରା ଖବର) ବିଜାପୁର ଜିଲ୍ଲାରେ ବଡ଼ ଏନକାଉଣ୍ଟର। ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ଏକ ବଡ଼ ଏନକାଉଣ୍ଟର ଘଟିଥିଲା। ଏହି ଏନକାଉଣ୍ଟରରେ ୧୬ ଜଣ ମାଓବାଦୀ ନିହତ ହୋଇଥିଲେ।  ଗତକାଲି ସକାଳ ୯ଟାରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ପ୍ରଥମେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ପରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିଲା। ଆଜି ସକାଳ ସୁଦ୍ଧା ମୋଟ ୧୬ ଜଣ ମାଓବାଦୀ ନିହତ ହୋଇଛନ୍ତି।  ତେଲେଙ୍ଗାନା ସୀମାନ୍ତ ବିଜାପୁରର ମାରୁର ବାକା ଏବଂ ପୂଜାରୀ କାଙ୍କେର ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS