BREAKING
Loading...
:

ଲକ୍ଷ୍ମୀ ବସ୍ ସେବା ର ଚଳାଚଳ ପାଇଁ ବିଡ଼ିଓ ଙ୍କୁ ଦାବି ପତ୍ର

  ଲକ୍ଷ୍ମୀ ବସ୍ ସେବା ର ଚଳାଚଳ ପାଇଁ ବିଡ଼ିଓ ଙ୍କୁ ଦାବି ପତ୍ର 

ଖଣ୍ଡପଡ଼ା ୧୦,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗାଡିଆ ସାହି,କିଆଝର ପଞ୍ଚାୟତ ସହିତ ରୟତିଢୋଲମରା ପଞ୍ଚାୟତ ର ହଜାର ସଂଖ୍ୟାରେ ଯାତ୍ରୀ ରାଜ୍ୟସରକାର ଙ୍କ ପକ୍ଷରୁ ପ୍ରଚଳିତବଲକ୍ଷ୍ମୀବସସେବାରୁବଞ୍ଚିତ ବେଣାଗାଡ଼ିଆ ପଞ୍ଚାୟତକୁଆଁରିଆ ସେତୁପାର୍ଶ୍ଵରେ ଜାଇଥିବା ରୋଡ ସରପେ| ଖରିକୁଞବେଲି ର|କେଶିଅ. କନ୍ଧମିରିଗ ମଙ୍ଗରାଜ ପୁର କନ୍ଧମିରିଗ ସେରଞ୍ଜଙ୍ଗ ମଙ୍ଗର। ଜପୁର କେନ୍ଦୁଆପଲ୍ଲୀ ବରପଲ୍ଲୀ କୁଟୁକୁଣି ଆଦିବାସି ଅଧୁର୍ଷିତ ଅଞ୍ଚଳଗୁଡକରେ ବର୍ତ୍ତମାନ ସୁଦ୍ଧା ଲକ୍ଷ୍ମୀବସ୍ ସେବଯୋଗାଇ ଦେବା ରେ ସରକାରର ବିଫଳ ହୋଇଛନ୍ତି। ବର୍ଷେ ପରେ ମଧ୍ୟ ଲକ୍ଷ୍ମୀବସ୍ଏ ପ୍ରଯ୍ୟନ୍ତ ସେଠାକୁ ବସ୍ ସେବା ଠପ୍. ଦେଖିବାକୁ ମିଳୁଛି। ଲକ୍ଷ୍ମୀବସ୍ ସେବାରୁ ବଞ୍ଚିତ ଗ୍ରାମବାସିମାନେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରି ଅଙ୍କୁର ଅଭିଳାଷଙ୍କୁ ଦେଖାକରିନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଲକ୍ଷ୍ମୀବସ ଚଳାଚ଼ଳକରିଲେ ଏହି ଗ୍ରାମବାସୀ ଙ୍କବେସଉପକାର ହେବ ବୋଲି ଖଣ୍ଡପଡ଼।ବ୍ଳକ ଅଧିକାରି ହୃଦୟଗମ କରିବା ସହ ସେ ଜିଲ୍ଲାପାଳଙ୍କ ସହ ଉଚ୍ଚକତ୍ତୃପକ୍ଷ ନିକଟରେ ଦାବିପତ୍ରଟି ଅବଗତ କରାଇ ଏହାର ସଫଳତା ପାଇଁ ସେ ଗ୍ରାମବାସିଙ୍କୁ ଜଣାଇ ଦାବିପତ୍ରଟିକୁ ଗ୍ରହଣ କରିଥିଲେ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS