*ବ୍ରହ୍ମପୁର: ଗିରଫ ହେଲେ କୋଟିପତି DGM l*
* ପୋଲିସ ହାଉସିଂ କର୍ପୋରେସନ DGM ସୁବାସ ଚନ୍ଦ୍ର ପଣ୍ଡା ଗିରଫ
* ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ
* ଗତକାଲି ସୁବାସଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ହୋଇଥିଲା
* ଚଢ଼ାଉ ବେଳେ ଭୁବନେଶ୍ବରରେ ୨ଟି ଘର,
* ୮୭୯ଗ୍ରାମ ସୁନା ଅଳଙ୍କାର, ୫ଟି ପ୍ଲଟ, ୧କୋଟି ୮୪ ଲକ୍ଷ ଟଙ୍କାର ଡିପୋଜିଟ,
* ନଗଦ ୧୩ଲକ୍ଷ ୪୭ହଜାର ଟଙ୍କା ଠାବ ହୋଇଥିଲା
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق