BREAKING
Loading...
:

ବାର୍‌ରେ_ଡ୍ୟାନ୍ସ_ହେଲେ_ଲାଇସେନ୍ସ_ରଦ୍ଦ !*

 *ବାର୍‌ରେ_ଡ୍ୟାନ୍ସ_ହେଲେ_ଲାଇସେନ୍ସ_ରଦ୍ଦ !

-ବାର୍‌ ଡ୍ୟାନ୍ସ ବ୍ୟାନ୍‌ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ*

*-କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ*

*-ବାର୍‌ରେ ସଂଗୀତ ଛଡ଼ା ଡ୍ୟାନ୍ସ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ*

*-ବିଭାଗ ଆଣିଥିବା ଗାଇଡ୍‌ଲାଇନ୍ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ*

*-'ଗାଇଡ୍‌ଲାଇନ୍ ଉଲ୍ଲଂଘନ କଲେ ସରକାର ଲାଇସେନ୍ସ ରଦ୍ଦ କରିବେ'*

*-'ମ୍ୟୁଜିକ୍ ଡେସିବେଲ ଧାର୍ଯ୍ୟ ମାନଦଣ୍ଡ ଉଲ୍ଲଂଘନ କଲେ ଆକ୍ସନ ହେବ'*

*-'ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କରିବାକୁ ଦିଆଯିବନି'।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS