ବଡମ୍ବା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଙ୍କର ହୃଦଘାତରେ ମୃତ୍ୟୁ
କଟକ (ମଣିଭଦ୍ରା ଖବର) ବଡମ୍ବା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଛି। ହୋମଗାର୍ଡ ହେଉଛନ୍ତି ରମେଶ କୁମାର ସ୍ୱାଇଁ ତାଙ୍କ ଘର ସ୍ଥାନୀୟ ସାନବାରସିଂହ ଗ୍ରାମରେ । ବଡମ୍ବା ଥାନାରେ ପାଣି ପିଇବା ବେଳେ ଛାତି ରେ ଯନ୍ତ୍ରଣା ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।।
ମାନସ କୁମାର ସାହୁ, କଟକ
إرسال تعليق