BREAKING
Loading...
:

ଶିବାଶକ୍ତି ସର୍ଜିକାଲରୁ ଚୋରି।

 


*ବ୍ରହ୍ମପୁର, ନୂଆ ବସଷ୍ଟାଣ୍ଡ ରୋଡରେ ଶିବାଶକ୍ତି ସର୍ଜିକାଲରୁ ଚୋରି। ସଟର ଭାଙ୍ଗି ଚୋର ଦୋକାନରେ ପଶିବା ସହ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ନୁମାନିକ 90 ହଜାର ଟଙ୍କା ଓ କିଛି ଦୋକାନ ସମାନ ନେଇଥିବା l*

 *ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେହିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS