*ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ମଂଜୁର*
*ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହାଇଲେବୁଲ କମିଟିର ନିଷ୍ପତ୍ତି*
*ଓଡ଼ିଶା ସହ ୩ଟି ରାଜ୍ୟ ପାଇଁ ମୋଟ ୭୨୫.୬୨ କୋଟି ମଂଜୁର*
*ଛତିଶଗଡ଼ ପାଇଁ ୧୪୭.୭୬ କୋଟି, ପଶ୍ଚିମବଙ୍ଗ ପାଇଁ ୩୭୬ କୋଟି*
*ଅଗ୍ନିଶମ ଆଧୁନିକୀକରଣ ଓ ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ ହେବ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق